Sunday 31 January 2021

ବାହାରୁ ଦିଶିଲେ ସୁନ୍ଦର ଆଖି ପଡ଼ିଯାଏ ବନ୍ଧା

 ବାହାରୁ ଦିଶିଲେ ସୁନ୍ଦର ଆଖି ପଡ଼ିଯାଏ ବନ୍ଧା

ପାଟିକୁ ଲାଗିଲେ ସୁଆଦ ସବୁଦିନ ହୁଏ ରନ୍ଧା 

ଗରାଖ ପସନ୍ଦ କଲେ ବେପାର ନପଡେ଼ ମାନ୍ଦା

ହୃଦୟ ପାରିଲେ ଜିତି ମନ ପଡ଼ିଯାଏ ବନ୍ଧା 



No comments:

Post a Comment