Friday 29 January 2021

ମୁଁ ବ୍ୟସ୍ତ ମୋ ଉଦର ପୋଷଣେ କିଏ ସେ ଭୁଞ୍ଜାଏ କୁଆ କୁକୁର

 ମୁଁ ବ୍ୟସ୍ତ ମୋ ଉଦର ପୋଷଣେ 

କିଏ ସେ  ଭୁଞ୍ଜାଏ କୁଆ କୁକୁର 

ନିଶ୍ଚେ ହୋଇଥିବ ଭାରି ଦୟାଵନ୍ତ 

ଯେମିତି ମୋହର କଳା ଠାକୁର  


No comments:

Post a Comment