Sunday 3 January 2021

ପାଠସାଠ ସବୁ ସାରିବା ପରେ ପେଟେ ପିଇଦେଲି ବଞ୍ଚିବା ନିଶା

 ପାଠସାଠ ସବୁ ସାରିବା ପରେ 

ପେଟେ ପିଇଦେଲି ବଞ୍ଚିବା ନିଶା

ଜୀବନ ଲଭିଲେ ହେବି କୃତାର୍ଥ 

ସେବା କରିବା କେବଳ ଆଶା 




1 comment:

  1. Everyone in nature is educated but me ,I am still watching and searching

    ReplyDelete