Sunday 2 May 2021

ଜଣେ ହେଇପାରେ ମୂଖ୍ୟମନ୍ତ୍ରୀ ନିର୍ବାଚନରେ ହାରି

 ପ୍ରତିଯୋଗିତା ହାରିଗଲେ ଚାକିରୀ ନ ପାରେ କରି 

ଜଣେ  ହେଇପାରେ ମୂଖ୍ୟମନ୍ତ୍ରୀ ନିର୍ବାଚନରେ ହାରି 

ଚାକିରିଆ ଭରେ ଶୁଳ୍କ ବେକାରିଆ ଖାଏ ମାଗଣା ଚାଉଳ 

ପ୍ରତିରୋଧ କିଏ କରିବ,ବେକରେ ରାଜନୀତିର ଡୋରି

No comments:

Post a Comment