Friday 14 May 2021

ସମ୍ପର୍କ

 ଯଦି ତୁମେ ହୁଅ  ଦେବତା 

ମୁଁ  ପୂଜା ପାଇଁ ହେବି ଫୁଲ

ଯଦି ତୁମେ ହୁଅ ଦିନମଜୁରିଆ

ମୁଁ ହେବି ମଜୁରୀ ମୁଲ 








No comments:

Post a Comment