Sunday 9 May 2021

ମନଟା ଆଗଠୁଁ ଥଣ୍ଡା ଲାଗୁଛି

 ଖରାରେ ଟିକେ ବୁଲି ଆସିଲି 

ଦେହ ମୁଣ୍ଡ ହେଇଗଲା ଗରମ 

ମନଟା ଆଗଠୁଁ ଥଣ୍ଡା ଲାଗୁଛି 

ବୁଝି ହେଉନାହିଁ କଥାର ମରମ




No comments:

Post a Comment