Friday 7 May 2021

କିନ୍ତୁ ମଣିଷ ବଞ୍ଚି ନ ପାରେ ଯିଏ ଗାନ୍ଧୀଙ୍କ ମାଙ୍କଡ ନୁହେଁ

 ନିଜ ଛୁଆର ସୁରକ୍ଷା ଲାଗି 

ବିରାଡ଼ି ଘରୁ ସାତଘର ବୁହେ   

କିନ୍ତୁ ମଣିଷ ବଞ୍ଚି ନ ପାରେ 

ଯିଏ ଗାନ୍ଧୀଙ୍କ ମାଙ୍କଡ ନୁହେଁ 


No comments:

Post a Comment