A flower with 4 petals
Friday, 28 May 2021
ଆଶାର ନାଁ ବୈତରଣୀ
ମନ ମୁଲକରେ ଫୁଟିଲା ଆଶା
ଆଶାର ଏବେ ତ ଜୁଆଡି ଦଶା
ଯାହା ନମିଳିବ ଝୁରେ ତାହାକୁ
ଏତେ ପାଇକରି ଲୋକରେ ହସା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment