Sunday 2 July 2023

ଭେଟିବାକୁ ଆସିଲି ମୁଁ ନୀଳାଚଳ

ଭେଟିବାକୁ ଆସିଲି ମୁଁ ନୀଳାଚଳ ଯେଣୁ ନାହିଁ ତୋହର ପାଦ ପାଣି ଭଲ ହେଲା ତୁ ହେଲୁ ବ୍ରହ୍ମଦାରୁ ତୋତେ ରଥରେ ନେବି ମୁଁ ଟାଣି

No comments:

Post a Comment