Wednesday 5 July 2023

ଗୁଣିଆକୁ ଦିଶଇ ସୁନ୍ଦର ଅସୁନ୍ଦର

ଗୁଣିଆକୁ ଦିଶଇ ସୁନ୍ଦର ଅସୁନ୍ଦର ନିର୍ଗୁଣକୁ ଦିଶଇ ସତ୍ୟ ଶିବ ସୁନ୍ଦର ସକଳ ହୃଦୟେ ନିବାସ ବେଣୁ ପାଣି କନିଷ୍ଠ ଆଙ୍ଗୁଠିରେ ଶୋହେ ମନ୍ଦର

No comments:

Post a Comment