Saturday 8 July 2023

ସିନ୍ଦୁରା ଫାଟିଲେ ପଦୁଅଁ ହସେ

ସିନ୍ଦୁରା ଫାଟିଲେ ପଦୁଅଁ ହସେ ସଞ୍ଜ ନଇଁ ଆସିଲେ ହସେ କଇଁ ସଦା ହସ ହସ କାଳିଆର ମୁହଁ ଅରୁଣ ଖମ୍ବରୁ ହିଁ ଦେଲେ ଚାହିଁ

No comments:

Post a Comment