Saturday 8 July 2023

ସହି ନ ପାରିଲେ ରାଗ ଲାଗେ

ସହି ନ ପାରିଲେ ରାଗ ଲାଗେ ପାଇ ନ ପାରିଲେ ଲାଗେ କାନ୍ଦ ମନ ବିକିଦେଲି ଜଗା ବଳିଆକୁ ମୋର ବୁଝିବେ ସେ ଭଲ ମନ୍ଦ

No comments:

Post a Comment