Saturday 24 September 2022

ତୁ ତ ସ୍ନେହର ଅସରା ଭାଣ୍ଡ

ତୁ ତ ସ୍ନେହର ଅସରା ଭାଣ୍ଡ ଲୋ ବୋଉ ତୁ ତ ମୋ ଲାଗି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ତୋ ଋଣ ତ ସୁଝି ମୁଁ କେବେ ପାରିବିନି ଦୂରରୁ ତୋ ପାଦ ପଦ୍ମରେ ରଖୁଛି ମୁଣ୍ଡ

No comments:

Post a Comment