Thursday 29 September 2022

କଂସ ଚଢି ବସିଲା ଉଚ୍ଚ ମଞ୍ଚ

ପାଣ୍ଡଵଙ୍କ ବିନାଶ ପାଇଁ କୌରଵ ପାଞ୍ଚିଲେ ପଶା ଧର୍ମ ହେଲା ରକ୍ଷା କବଚ ପୁରଣ ନ ହେଲା ଆଶା [୧] ଶ୍ରୀରାମେ ବିବାଦ ପାଇଁ ରାବଣ ହରିଲା ସୀତା ଦୁର୍ଗା କଲେ ପରିତ୍ୟାଗ ଛାଡି ଚାଲିଗଲା ଭ୍ରାତା [୨] କଂସ ଚଢି ବସିଲା ଉଚ୍ଚ ମଞ୍ଚ ଦେଖିବାକୁ ଗୋବିନ୍ଦ ବିନାଶ ଶ୍ରୀହରିକୁ କି କୁବଳୟା ସମ ଧରଣୀ ହୋଇଲା ଉଶ୍ୱାସ [୩]

No comments:

Post a Comment