Tuesday 6 September 2022

କେ ଦେଲା ତୁଳସୀ

କେ ଦେଲା ତୁଳସୀ କେ ଦେଲା ଦୟାଣା ମୁଁ ପଠାଉଛି ମୋ ବାଡ଼ି ଗୋଲାପ ଫୁଲ ତୁମ ପ୍ରେମ ପାଗଳିନୀ ମୀରାକୁ ଦେବ କୃଷ୍ଣ ହେ ତୋତେ ନ ଲାଗିଲେ ଭଲ

No comments:

Post a Comment