Wednesday 7 September 2022

ଅଦେଖା ଦେଖିଲି ଅବଢା ଖାଇଲି

ଅଦେଖା ଦେଖିଲି ଅବଢା ଖାଇଲି ଅମନପୁରରେ ବଞ୍ଚିଲି ମୁଁ ଦିନ ଅଲେଖର ପାଶେ ଅବନା ପଢ଼ିଲି ଗୁରୁ ଦେଲେ ପ୍ରେମ ଭକ୍ତି ଜ୍ଞ୍ୟାନ

No comments:

Post a Comment