Thursday, 5 March 2026

ଇନ୍ଦ୍ରିୟମାନଙ୍କର ସାଙ୍ଗ ହେଲେ ମରଣଟି ଧ୍ରୁବ

ଇନ୍ଦ୍ରିୟମାନଙ୍କର ସାଙ୍ଗ ହେଲେ ମରଣଟି ଧ୍ରୁବ ପାପ ପଙ୍କକୁ ଠେଲି ଯାଆନ୍ତି କାମ ମୋହ ଗର୍ବ ଆତ୍ମା ସଙ୍ଗୀ ହୋଇଲେ ନିଶ୍ଚୟ ବୈକୁଣ୍ଠ ଯାତ୍ରା ହରିନାମ କୀର୍ତ୍ତନ ବ୍ରହ୍ମାନନ୍ଦମୟ ଜୀବନ ପର୍ବ

No comments:

Post a Comment