Friday, 6 March 2026

ଅଭାବୀ ଜନଟିଏ ହୋଇଥିଲେ

ଅଭାବୀ ଜନଟିଏ ହୋଇଥିଲେ ଅତି କ୍ଷୁଦ୍ରକୁ କରିବ ମହାନ ଯତ୍ନ ଆତ୍ମାକୁ ସୁସ୍ପଷ୍ଟ ଚିହ୍ନି ପାରୁଥିଲେ ବ୍ରହ୍ମଦାରୁଙ୍କୁ ମଣିବ ଗଳାର ରତ୍ନ

No comments:

Post a Comment