Friday, 6 March 2026

ଛନ୍ଦା ଚରଣ ପାଦୁକା ଥୋଇ ହୃଦୟ ରଥରେ

ଛନ୍ଦା ଚରଣ ପାଦୁକା ଥୋଇ ହୃଦୟ ରଥରେ ଅନନ୍ତ ଜନ୍ମ ଚାଲିଅଛି ଜୀବନ ଅମୃତ ପଥରେ ରୁକ୍ମଣୀ ହୃଦୟ ଅର୍ଜୁନ ସଖାଙ୍କ ଚିନ୍ତା ବ୍ରହ୍ମାନନ୍ଦ ଶ୍ରୀରାଧା ଚରଣ ଯିଏ ଥୋଇଥିଲେ ମଥାରେ

No comments:

Post a Comment