Friday, 6 March 2026

ହୃଦୟ ଚୋରି କରି ଶ୍ରୀକ୍ଷେତ୍ରରେ ରହିଲ ହେ ବ୍ରହ୍ମଦାରୁ

ହୃଦୟ ଚୋରି କରି ଶ୍ରୀକ୍ଷେତ୍ରରେ ରହିଲ ହେ ବ୍ରହ୍ମଦାରୁ ମହାବାହୁଙ୍କୁ ଝୁରି ଝୁରି ମରିଗଲେ ତୁମ୍ଭ ପାଇଁ ଶ୍ରୀରାଧା ମାୟା ସଂସାରରୁ ମନକୁ ଆଡେଇ ପାଦରେ ଥୋଇଅଛି ହେ ରୁକ୍ମଣୀ ହୃଦୟ ଆପଣାର କରିବକି ଆତ୍ମା ଚତୃର୍ଦ୍ଧା

No comments:

Post a Comment