A flower with 4 petals
Thursday, 5 March 2026
ଚନ୍ଦନ ଅର୍ଗଳୀରେ ପରିକ୍ରମା କରି ବ୍ରହ୍ମଦାରୁ
ଚନ୍ଦନ ଅର୍ଗଳୀରେ ପରିକ୍ରମା କରି ବ୍ରହ୍ମଦାରୁ ବାର ବାର ଜଣାଇଲି ମନର ଅସହ୍ୟ ଦରଜ ଆଖି ଲୁହରେ ପଖାଲିବି ପିତା ମାତା ଚରଣ କମଳା ସହ ହୃଦୟ ପଦ୍ମରେ ଥରେ ବିରାଜ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment