Tuesday, 13 January 2026

ମୁକ୍ତି ମହା ପ୍ରସାଦରେ ପରିପୂର୍ଣ୍ଣ କୃପା ଥାଳି

ମୁକ୍ତି ମହା ପ୍ରସାଦରେ ପରିପୂର୍ଣ୍ଣ କୃପା ଥାଳି ରଞ୍ଚେ ଦିଅନ୍ତନି ଦୀନଜନ ଏତେ କରେ ଅଳି ଅଶରଣ ଶରଣ ବୋଲିକି କେତେ କରତାଳି ଦାନୀ ପଣରେ ଚଉବାହାକୁ କିଏ ଅଛିକି ବଳି

No comments:

Post a Comment