Sunday, 25 January 2026

ଭକ୍ତି ଲୁହରେ ପଦ୍ମ ପାଦ ପଖାଳନ୍ତି

ଭକ୍ତି ଲୁହରେ ପଦ୍ମ ପାଦ ପଖାଳନ୍ତି ଛନ୍ଦା ଚରଣରେ ଚଞ୍ଚଳ ମନ ଛନ୍ଦନ୍ତି ବ୍ରହ୍ମଦାରୁ ଅଧାଗଢା ହୋଇଲେ ସ୍ବପ୍ନ ଆତ୍ମାକୁ ଭେଟିଲେ କୁଣ୍ଢେଇ ପକାନ୍ତି

No comments:

Post a Comment