Wednesday, 28 January 2026

ରାଜା ରୁଷି ଜନକଙ୍କର କନ୍ୟାଟିଏ ଥିଲା

ରାଜା ରୁଷି ଜନକଙ୍କର କନ୍ୟାଟିଏ ଥିଲା ଶ୍ୱେତ ପଦ୍ମ କାନ୍ତି ଆଖିରେ ଅଶେଷ ଶାନ୍ତି ସୂର୍ଯ୍ୟ ମଥା ସିନ୍ଦୁର ଚନ୍ଦ୍ରମା କର୍ଣ୍ଣ କୁଣ୍ଡଳ ଭେଟିଲେ ପଦ୍ମପାଦରେ ମୁଁ ଲୋଟିଯାନ୍ତି

No comments:

Post a Comment