Monday, 26 January 2026

ରୂପ ରଙ୍ଗ ରସ ହୀନ ମୁରୁକି ମୁରୁକି ହସୁଥିବା ହେନା

ରୂପ ରଙ୍ଗ ରସ ହୀନ ମୁରୁକି ମୁରୁକି ହସୁଥିବା ହେନା ବ୍ରହ୍ମଦାରୁ ଅଧାଗଢା ମନ ଉପବନ ଖୁସି ସୁଗନ୍ଧ ଗିନା ଗ୍ରୀଷ୍ମ ବର୍ଷା ଶରତ ଶୀତ ହେମନ୍ତ ନାହିଁ ଚିର ବସନ୍ତ ଜାତି ଧର୍ମ ନାହିଁ ନାହିଁ ବୋଲେ ପତିତପାବନ ବାନା

No comments:

Post a Comment