A flower with 4 petals
Saturday, 24 January 2026
କଳା କାଇଁଚ କଳା ମାଣିକ କଳା କୁମୁଦ
କଳା କାଇଁଚ କଳା ମାଣିକ କଳା କୁମୁଦ ଦେବକୀ ଉଦର ସମ୍ଭୁତ କଳା କୋଇଲି କଳା ଶାରୀ କଳା ବାଦଲ କାଳି ଦଳା କଳା ଶ୍ରୀମୁଖ କଳା ମୁଗୁନି ପଥର କଳାନିଧି ମହାକାଳୀ ସହୋଦର ଚକାଡୋଳା କଳା ଜାଇ କଳା କଜଳ କଳା ଟିପା କଳା ଶାଢ଼ୀ କମଳା ଆତ୍ମା ସୁଖ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment