Saturday, 24 January 2026

ବାଇଶି ପାହାଚ ଧୂଳି ଅଙ୍ଗରେ ବୋଳି

ବାଇଶି ପାହାଚ ଧୂଳି ଅଙ୍ଗରେ ବୋଳି ଗରୁଡ ପଛରେ ହୋଇଥିବା ଉର୍ଦ୍ଧ୍ୱ ବାହୁ ଚକାଆଖିରେ ଆଖି ମିଶି ଚତୁର୍ଦ୍ଧା ହେବ ଦାରୁବ୍ରହ୍ମରେ ବସା ବାନ୍ଧିବ ଆତ୍ମା କାଉ

No comments:

Post a Comment