A flower with 4 petals
Monday, 26 January 2026
ନିମ୍ବଦାରୁ ଦିଅଁରେ
ନିମ୍ବଦାରୁ ଦିଅଁରେ ମୁଁ ଭାବ ଲଗେଇଲି ଜଞ୍ଜାଳ ଭରା ଜୀବନ ହୋଇଲା ମଧୁର ଅଦୃଶ୍ୟ ପାଦ ପଦ୍ମରେ ମନକୁ ଥୋଇଲି ହୃଦୟ ବେଦିରେ ହେଲେ ବଂଶୀ ଅଧର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment