Saturday, 24 January 2026

ଜହ୍ନି ମଞ୍ଜିଠାରୁ କୃଷ୍ଣ ଆହୁରି କଳା

ଜହ୍ନି ମଞ୍ଜିଠାରୁ କୃଷ୍ଣ ଆହୁରି କଳା ପୂର୍ଣ୍ଣିମା ଜହ୍ନଠାରୁ ଅଧିକ ନିଷ୍କଳଙ୍କ ନିରନ୍ତର ପଦ୍ମା ସେବିତ ପଦ୍ମ ପାଦ ଟିକେ ଛୁଇଁବାକୁ ସଦା ମନ ରଙ୍କ

No comments:

Post a Comment