Monday, 26 January 2026

ମୋର ମାନସ ଭ୍ରମର ନିରନ୍ତର କୃଷ୍ଣ

ମୋର ମାନସ ଭ୍ରମର ନିରନ୍ତର କୃଷ୍ଣ ଅପେକ୍ଷାରେ ଭାଵ ଉପବନରେ ପଦ୍ମଟିଏ ହୋଇ କେବେ ଫୁଟିବ ହୃଦୟ ମନ୍ଦିରରେ ତୁମ୍ଭଙ୍କୁ ସ୍ବାଗତଂ ସୁସ୍ବାଗତଂ କୃଷ୍ଣ ଥରେ ଭେଟିଲେ ଆତ୍ମା ଛନ୍ଦା ଚରଣରେ ଲୋଟିବ

No comments:

Post a Comment