Sunday, 25 January 2026

ସିନ୍ଧୁ ରାଜା କନ୍ୟା ବିଷ୍ଣୁ ପାଟରାଣୀ ବସୁଧା

ସିନ୍ଧୁ ରାଜା କନ୍ୟା ବିଷ୍ଣୁ ପାଟରାଣୀ ବସୁଧା ଦେହି ମା ରେଣୁଏ ଶ୍ରୀ ଗୋବିନ୍ଦ ପାଦଧୂଳି ବିଷ୍ଣୁ ହୃଦୟା ମାଆ ଚତୃବର୍ଗ ଲୋଡ଼ା ନାହିଁ ଛନ୍ଦା ପାଦରେ ଥରେ ଲୋଟନ୍ତି ଏତିକି ଅଳି

No comments:

Post a Comment