Tuesday, 27 January 2026

ଭ୍ରମର ଛଅ ପାଦକୁ ଆଶ୍ରା କରେ ରେଣୁ

ଭ୍ରମର ଛଅ ପାଦକୁ ଆଶ୍ରା କରେ ରେଣୁ ବୈଷ୍ଣବ ଆଶ୍ରା ବ୍ରହ୍ମଦାରୁ ଗୋବିନ୍ଦ ବେଣୁ ଭ୍ରମରର ଗୁଣୁ ଗୁଣୁ ପୁଷ୍ପ ପାଖୁଡାକୁ ସୁଧା ଆତ୍ମା ଝୁରେ କୃଷ୍ଣ ପାଦ ନୁପୂର ରୁଣୁ ଝୁଣୁ

No comments:

Post a Comment