Monday, 26 January 2026

ବ୍ରହ୍ମଦାରୁ ମହାବାହୁ ଶାଖା ପକ୍ଵ ରସାଳ ଫଳ

ବ୍ରହ୍ମଦାରୁ ମହାବାହୁ ଶାଖା ପକ୍ଵ ରସାଳ ଫଳ ଶ୍ରୀମଦ ଭାଗବତ ଲୀଳାନିଧି ଅମୃତରେ ପୂର୍ଣ୍ଣ ବ୍ୟାସ ଶୁକ ପରୀକ୍ଷିତ ନାରଦ ସୁତ ଶୌନୁକ ଜଗନ୍ନାଥ ଦାସ ବାଣ୍ଟିଲେ ମୋହ ମୁଦ୍ଗର ଚୂର୍ଣ୍ଣ

No comments:

Post a Comment