Monday, 5 January 2026

ବ୍ରହ୍ମଦାରୁ ପୂର୍ଣ୍ଣବ୍ରହ୍ମ ପାଞ୍ଚ ଭୁତ ଦେହରେ ଚେତନା

ବ୍ରହ୍ମଦାରୁ ପୂର୍ଣ୍ଣବ୍ରହ୍ମ ପାଞ୍ଚ ଭୁତ ଦେହରେ ଚେତନା ଚକାଡୋଳା ଅପଲକ ରବି ସୁଧାକରର ଆଲୋକ ଅଧାଗଢା ସ୍ଥୁଳବ୍ରହ୍ମ ସୁକ୍ଷ୍ମବ୍ରହ୍ମ ଆତ୍ମବ୍ରହ୍ମ ପରଂ ବ୍ରହ୍ମ ବାସୁଦେବ ଦେହ ଓଁକାର ବିନ୍ଦୁ ରେଖା ଗୋଲକ

No comments:

Post a Comment