Sunday, 4 January 2026

ଅଛି ଅକ୍ଷର ଅଛି ଶବ୍ଦ ଅଛି ଧାଡି ହେ ଚିତ୍ତ ଚୋର

ଅଛି ଅକ୍ଷର ଅଛି ଶବ୍ଦ ଅଛି ଧାଡି ହେ ଚିତ୍ତ ଚୋର କେବଳ ଅଭାବ ଅଛି ତୁମ୍ଭର ଭାବ ହେ ଗୋବିନ୍ଦ ଅଛି ଦେହ ଅଛି ମନ ଅଛି କାମନା ହେ ଦାରୁବ୍ରହ୍ମ ଚନ୍ଦନ ଅର୍ଗଳୀରେ ଥରୁଟେ ରଖ ହେ ଛନ୍ଦା ପାଦ

No comments:

Post a Comment