Thursday, 8 January 2026

ଅଖିଳ ଜଗତ କଲ୍ୟାଣ ନିମନ୍ତେ ଶ୍ରୀକୃଷ୍ଣ ଦାରୁବ୍ରହ୍ମ

ଅଖିଳ ଜଗତ କଲ୍ୟାଣ ନିମନ୍ତେ ଶ୍ରୀକୃଷ୍ଣ ଦାରୁବ୍ରହ୍ମ କଳିରେ ମହା ପାବନ ହେଲା ପୁରୁଷୋତ୍ତମ କ୍ଷେତ୍ର ପତ୍ର ପତ୍ରକେ ବାଳ ସନ୍ତାନ ସନ୍ତତି ସମ ସର୍ବ ଦେବ ପାଦରେ ସର୍ବ ତୀର୍ଥ ଠୁଳ ଜୀଵାତ୍ମା ସରୋଜ ନେତ୍ର

No comments:

Post a Comment