Monday, 5 January 2026

ସଦା ସଦା ତୁମ୍ଭରି ଜୟ ହେଉ

ସଦା ସଦା ତୁମ୍ଭରି ଜୟ ହେଉ ହେ ବ୍ରହ୍ମଦାରୁ ଚତୁର୍ଦ୍ଧା ହେଉ ଆନନ୍ଦ ବୃଷ୍ଟି ଯେତେ ଦୂର ଶୁଭେ ଘୋଷ ଯାତ ସଦା ଅଖିଳ ଜୀବ ମଙ୍ଗଳ ସଦା ଅଖିଳ ଆର୍ତ୍ତି ନାଶନ ହେଉ ପାବନ ଯେତେ ଦୂର ଦିଶଇ ନୀଳଚକ୍ର ନେତ

No comments:

Post a Comment