Wednesday, 7 January 2026

ବ୍ରହ୍ମ ଏକ ବ୍ରହ୍ମଦାରୁ ଆଉ ସକଳ ଚେହେରା

ବ୍ରହ୍ମ ଏକ ବ୍ରହ୍ମଦାରୁ ଆଉ ସକଳ ଚେହେରା କମଳା ସେବନ୍ତି ଯାହାଙ୍କର କମଳ ପୟର ଅଧାଗଢା ନୁହେଁ ସେହି ଚତୁର୍ଦ୍ଧା ନାରାୟଣ ରୂପ ଚିନ୍ତୁଥିଲେ ଅମୃତ ହୁଏ ବିଷୟା ଜହର

No comments:

Post a Comment