Sunday, 4 January 2026

ଗରୁଡ ପଛରୁ ତୁମ୍ଭଙ୍କୁ ଦର୍ଶନ କଲେ

ଗରୁଡ ପଛରୁ ତୁମ୍ଭଙ୍କୁ ଦର୍ଶନ କଲେ ଏମିତି ଲାଗଇ ଜୀବର ଦେହ ମନ ବୁଦ୍ଧି ତୁମ୍ଭ ବିନା ଯେମିତି ଅପୂର୍ଣ୍ଣ ଗୁଣ୍ଡିଚା ପହଣ୍ଡି ବିଜୟ ସମୟ ଏମିତି ଲାଗ ଚତୁର୍ଦ୍ଧା ଜୀବ ବ୍ରହ୍ମ ଆଖିରେ ଆଖି ମିଳିଗଲେ ଉଭୟ ସମ୍ପୂର୍ଣ

No comments:

Post a Comment