A flower with 4 petals
Wednesday, 7 January 2026
ଦୁର୍ଲଭ ଏହି ନର ଜନ୍ମ
ପାଇବି କିବା ଆଉ ଥରେ ଅତି ଦୁର୍ଲଭ ଏହି ନର ଜନ୍ମ ଅଶେଷ କୃପା ବହି ଥରେ ଦର୍ଶନ ଦିଅ ରୁକ୍ମଣୀ ହୃଦୟ ବ୍ରହ୍ମଦାରୁ ତୋ ପ୍ରେମ ଜୁଆରରେ ଏ ପାପୀ ସ୍ନାନ କରୁ ହେ ଗୋକୁଳ ଚନ୍ଦ୍ରମା ହୃଦୟ ଗଗନରେ ହୁଅ ଉଦୟ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment