Saturday, 10 January 2026

ବ୍ରହ୍ମାନନ୍ଦ ବିଭୁତି ସେହି ଗୋବିନ୍ଦ ନାମ

ବ୍ରହ୍ମାନନ୍ଦ ବିଭୁତି ସେହି ଗୋବିନ୍ଦ ନାମ ନବ ଦୁର୍ବାଦଳ କାନ୍ତି ପରମ ମନୋରମ ପ୍ରକୃତି ସ୍ଵରୂପିଣୀ କମଳା ସେବେ ପାଦ ସୁଧାନିଧି ଲୀଳାନିଧି ଶ୍ରୀକୃଷ୍ଣ ଶ୍ରୀରାମ

No comments:

Post a Comment