Saturday, 10 January 2026

ନାହିଁ ମୋ କିଞ୍ଚିତ ସଞ୍ଚିତ ନିଷ୍କାମ କର୍ମ ଫଳ

ନାହିଁ ମୋ କିଞ୍ଚିତ ସଞ୍ଚିତ ନିଷ୍କାମ କର୍ମ ଫଳ କିଵା ଦେଇଣ ପୂଜିବି ପାଦ ରୁକ୍ମଣୀ ବଲ୍ଲଭ ଷଢ଼ ରିପୁ ଚଢାଇ ନେଲେ ଚିନ୍ତିତ ଧର୍ମ କର୍ମ ଜ୍ଞାନ ଅନ୍ଧକୁ ଛନ୍ଦା ପାଦ ବଢ଼ା ଭକ୍ତ ବିଭବ

No comments:

Post a Comment