A flower with 4 petals
Thursday, 8 January 2026
ଆଶା ବୈତରଣୀରେ ଜୀବନ ଡଙ୍ଗା ଭାସୁଛି
ଆଶା ବୈତରଣୀରେ ଜୀବନ ଡଙ୍ଗା ଭାସୁଛି ଛନ୍ଦା ଚରଣରେ ପହଞ୍ଚିବଟି କହରେ ନାଉରୀ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ସମ ନିରବ ମଝିନଈ ତୋ ବିନୁ କିଏ ଶୁଣିଵ ମୋ ଗୁହାରୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment