Tuesday, 6 January 2026

ମହାପ୍ରସାଦ ଅବଢ଼ା କୈବଲ୍ୟ

ମହାପ୍ରସାଦ ଅବଢ଼ା କୈବଲ୍ୟ ତୁମ୍ଭେ ହେ ଗୋବିନ୍ଦ ତୁମ୍ଭେ ବୈଷ୍ଣବ ତୁଳସୀ ବାଇଶି ପାହାଚ ହେ ମାଧବ ଯୋଗ ଜ୍ଞାନ ଭକ୍ତି ନିଷ୍କାମ ମଧୁର ବଂଶୀ ହେ ତୁମ୍ଭେ ତୁମ୍ଭେ ବେଦ ଗୀତା ଗୀତଗୋବିନ୍ଦ ହେ ରାଧା ଭାବ

No comments:

Post a Comment