Monday, 5 January 2026

ଜଗନ୍ନାଥ ବ୍ରହ୍ମଦାରୁ ଦୀନବନ୍ଧୁ ଭକ୍ତ ପ୍ରାଣ କମଳିନୀ ହୃଦୟ

ଜଗନ୍ନାଥ ବ୍ରହ୍ମଦାରୁ ଦୀନବନ୍ଧୁ ଭକ୍ତ ପ୍ରାଣ କମଳିନୀ ହୃଦୟ ମୁଁ କୃଷ୍ଣ ଭକ୍ତିରେ ଅତି ଦରିଦ୍ର ମୋ ହୃଦରେ ରଖ ପଦ୍ମପାଦ ସର୍ଵ ସହ ଶ୍ରୀବିଷ୍ଣୁ କୃପା ସିନ୍ଧୁ ଶ୍ରୀରାମ ପ୍ରେମ ସିନ୍ଧୁ ଶ୍ରୀକୃଷ୍ଣ ସଂସାରରେ ଭ୍ରମି ନିରାଶ ମନ ଭ୍ରମର ଚାଖୁ ରେଣୁଏ ସ୍ୱାଦ

No comments:

Post a Comment