Saturday, 10 January 2026

ଅଦେଖା ଅଶୁଣା ରୂପ ତୁମ୍ଭର ଅଧାଗଢା

ଅଦେଖା ଅଶୁଣା ରୂପ ତୁମ୍ଭର ଅଧାଗଢା ମୋର ହୃଦୟ କମଳରେ ବାନ୍ଧିଲା ବସା ଗୋବିନ୍ଦ ସହୋଦରୀ କୃପା କରୁଥିବୁ ମା ଛନ୍ଦା ପାଦ ଛୁଇଁ ପୁରିବ ମୋ ମନ ଆଶା

No comments:

Post a Comment