Thursday, 2 July 2026

ଜୀବର କାୟା ସବୁଠାରୁ ବଡ଼ ମାୟା ଇନ୍ଦ୍ରିୟ ବୁଦ୍ଧି ଉଭୟ କରଇ ଚୋରି ବୁଝିବା ଆଗରୁ ଜୀବ ଜୁଇର ପାଉଁଶ ରୂପ ନୁଁହ ନାମ ସ୍ମର ଉଦ୍ଧରିବେ ହରି

No comments:

Post a Comment