Wednesday, 1 July 2026

ନିଷ୍ଠୁର ଉପାର୍ଜନ ଯଦି ଆତ୍ମା ହିତ ଲାଗି ନୁହଁ

ନିଷ୍ଠୁର ଉପାର୍ଜନ ଯଦି ଆତ୍ମା ହିତ ଲାଗି ନୁହଁ ସେହି ଉପାର୍ଜନ ଚଷା ବଳଦ ବ୍ୟର୍ଥ ପରିଶ୍ରମ ଇହ କାଳ ପର କାଳ ଅନ୍ତ ବେଳକୁ ବି ନୁଁହ ଜରା ବ୍ୟାଧି ସାଥିରେ ଦ୍ୱାରକୁ ଆସିଲେ ଯମ

No comments:

Post a Comment