Thursday, 2 July 2026

ଯିଏ ଗଢ଼ିଅଛି ସମ୍ପୂର୍ଣ୍ଣ ଅଲଂଘ୍ୟ ମାୟା ସଂସାର

ଯିଏ ଗଢ଼ିଅଛି ସମ୍ପୂର୍ଣ୍ଣ ଅଲଂଘ୍ୟ ମାୟା ସଂସାର ତାଙ୍କରି ହୃଦୟରେ ମାଆ କମଳା ସମାନ ଦୟା ଏଡ଼େ ବଡ କପଟ କେମିତି କଲେକି ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ଚକାଆଖି ପୂଣ୍ୟତୋୟା

No comments:

Post a Comment