Wednesday, 1 July 2026

ଅଖଳ ମଣ୍ଡଳାକାର ପୂର୍ଣ୍ଣ ବ୍ରହ୍ମ ଦାମୋଦର କୃଷ୍ଣ

ଅଖଳ ମଣ୍ଡଳାକାର ପୂର୍ଣ୍ଣ ବ୍ରହ୍ମ ଦାମୋଦର କୃଷ୍ଣ ଚକାଡୋଳା ନାହିଁ କୋଣ ନୁହଁ ଚଞ୍ଚଳ ନୁହଁ ଧୀର ପାର୍ଥ ରଥରେ କୁନ୍ତୀ ସ୍ତୁତିରେ ପହଣ୍ଡି ବିଜୟରେ ରୁକ୍ମଣୀ ହୃଦୟ ଚରଣ ଛୁଇଁବାକୁ ଆତ୍ମା ଅଧୀର

No comments:

Post a Comment